ମୁଖ   /  ଉତ୍ପାଦ  /   ଗୃହଶୋର୍ଜ୍ୟମ
grihshoryam

ଲମ୍ଫ ଦେଇ ଆପଣଙ୍କ ସ୍ଥାନକୁ ସ୍ଵଛ କରିବା

ଯେତେବେଳେ ଆମେ ଗୃହ (ଘର) ସହିତ ଶୋର୍ଜ୍ୟ(ଗର୍ବ) କୁ ଯୋଡ଼ିଲୁ, ପରିଣାମ ସ୍ୱରୂପ ଏକ ଉତ୍କୃଷ୍ଟ/ଭବ୍ୟ ଉତ୍ପାଦ ଶ୍ରେଣୀରେ ଆସିଲା ଯାହା ଆମର ସ୍ଥାୟୀ ବିଶ୍ଵାସରୁ ନିଜର ଶକ୍ତି ଏବଂ ବିଶିଷ୍ଟତା ଯୋଗୁଁ ଆମେ ବିଶ୍ଵାସ କଲୁ ଯେ “ ଭକ୍ତି ପରେ ସ୍ଵଛତା”।

ଆପଣଙ୍କ ଜୀବନକୁ ଅଧିକ ସରଳ, ଉତ୍କୃଷ୍ଟ ଏବଂ ଅଧିକ ସୁନ୍ଦର ବନେଇବା ପାଇଁ, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଗୃହଶୋର୍ଜ୍ୟମ ଉତ୍ପାଦ ଲାଇନରେ ବାସନ ଧୋଇବାରୁ ଆରମ୍ଭ କରି ଘର ସଫାରୁ ଲୁଗାପଟାର ଦେଖାଶୁଣା ପର୍ଯ୍ୟନ୍ତ ଘରର ଦେଖାଶୁଣା/ସେବା କରିବା ପାଇଁ ସଂଖ୍ୟାଧିକ ଉତ୍ପାଦ ଗୁଡ଼ିକ ଅଛି।

ଗୃହଶୋର୍ଜ୍ୟମ ଆପଣଙ୍କ ରହିବା ସ୍ଥାନକୁ ସ୍ଵଛ, ସତେଜ ଏବଂ ଜୀବାଣୁମୁକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

ଏହି ଶ୍ରେଣୀରେ ଥିବା ବିଭିନ୍ନ ଉତ୍ପାଦର ଲକ୍ଷ୍ୟ ହେଲା ହ୍ୟାଙ୍ଗରରେ ଆପଣଙ୍କ ଲୁଗାପଟା ସତେଜ ଦେଖା ଯିବା ଏବଂ ଆପଣଙ୍କ ବାସନ ଗୁଡ଼ିକ ଚମକିବା ପରି ସ୍ଵଛ ଦେଖାଯିବା। ଆମ ପାଖରେ ମଧ୍ୟ ସ୍ଵଛ କରିବା ଦ୍ରବ୍ୟ ଏବଂ ଜୀବାଣୁନାଶକ ଦ୍ରବ୍ୟ ଅଛି ଯାହାକି ଚଟାଣକୁ ଅନୁକୂଳତମ କରିବ ଏବଂ ଶୌଚାଳୟକୁ ସ୍ଵଛ ରଖିବ।

ସ୍ପ୍ରିଙ୍ଗ ସ୍ଵଛତା, ବାସ୍ତବରେ ସରଳ ନଥାଏ।


ଅକସିଡେଜ୍ କପଡା ସ୍ଵଛ କରିବା ପାଉଡର

M.R.P. :- Rs. 95/-

Net Wt. :- 1 kg


ଶୌଚାଳୟ ସ୍ଵଛ କରିବା ବିଶୋଧକ

M.R.P.e :- Rs. 95/-

Net Wt. :- 750 ml


ଅକସିଡେଜ୍ କପଡା ସ୍ଵଛ କରିବା ସାବୁନ୍

M.R.P. :- Rs. 35/-

Net Wt. :- 200 g


ଅକସିଡେଜ୍ ସୂକ୍ଷ୍ମ ପାତ୍ର ସ୍ଵଛ କରିବା ପଦାର୍ଥ

M.R.P. :- Rs. 95/-

Net Wt. :- 500 gm


ବାସନ ସ୍ଵଛ କରିବା ତରଳ ପଦାର୍ଥ

M.R.P. :- Rs. 104/-

Net Wt. :- 500 ml


ପବନକୁ ସତେଜ କରୁଥିବା ପଦାର୍ଥ

M.R.P. :- Rs. 45/-

Net Wt. :- 75 g


ପାଇନ୍ ତୈଳ ମିଶ୍ରଣ କରୁଥିବା ପଦାର୍ଥ

M.R.P. :- Rs. 160/-

Net Wt. :- 300 ml


ଚଟାଣ ସ୍ଵଛ କରିବା ବିଶୋଧକ

M.R.P. :- Rs. 66/-

Net Wt. :- 500 ml