ମୁଖ   /  ଉତ୍ପାଦ  /  କଳ୍କୀମ୍
kalkim

ସୌନ୍ଦର୍ଜ୍ୟ ଆପଣଙ୍କ ପାଇଁ

‘ଫୁଲର ଭୂମି’ ର ରମଣୀୟ ସୌନ୍ଦର୍ଜ୍ୟରେ ପ୍ରେରିତ ହୋଇଛି, ଏକ ମହିଳାକୁ ସୁନ୍ଦର, ସୁଗନ୍ଧିତ ଏବଂ ସୌନ୍ଦର୍ଜ୍ୟ ଅନୁଭବ କରିବା ପାଇଁ ‘କଲ୍କିମ’ ନିଷ୍ଠା ସହିତ ସମର୍ପିତ ହୋଇଛି।

ଯେତେବେଳେ ଆପଣ ଭଲ ଦେଖାଯିବେ, ଆପଣ ଭଲ ଅନୁଭବ କରିବେ। ଏବଂ ଯେତେବେଳେ ଆପଣ ଭଲ ଅନୁଭବ କରିବେ, ଆପଣ ଆପଣଙ୍କ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଚେଷ୍ଟା କରିବେ।

ମହିଳାଙ୍କୁ ନିଜର ବ୍ୟକ୍ତିତ୍ଵ, ରହସ୍ୟପୂର୍ଣ ଏବଂ ଇନ୍ଦ୍ରିୟପରାୟଣତାର ସମସ୍ତ ତତ୍ଵର ପୋଷଣ କରିବା ପାଇଁ କଲ୍କିମ ଶ୍ରେଣୀ ବିଶେଷ ରୂପରେ ପ୍ରସ୍ତୁତ କରାଯାଇଛି।

ଯେହେତୁ ଏହା ପ୍ରାକୃତିକ ରୂପରେ ସବୁଠୁ ଭଲ, ନିଜର ସୌନ୍ଦର୍ଜ୍ୟ ପ୍ରକଟ କରିବାର କ୍ଷମତା ପାଇଁ ଉତ୍ପାଦର ନିଜର ବିଭିନ୍ନ ସକ୍ରିୟ ମାର୍ଗ ଦ୍ଵାରା ପ୍ରାକୃତିକ ସାମଗ୍ରୀର ସମ୍ମିଶ୍ରଣ ମଧ୍ୟମରେ ଫୁଲ ଏବଂ ସୌନ୍ଦର୍ଜ୍ୟ ସହିତ କଲ୍କିମର ବନ୍ଧନ ବ୍ୟକ୍ତ ହୋଇଛି।

କଲ୍କିମ ଉତ୍ପାଦ ଶ୍ରେଣୀ ମନୋଭାବକୁ ଉଠାଇ ସ୍ତ୍ରୀତ୍ଵର ଅନୁଗ୍ରହକୁ ଦାବି କରେ କାରଣ ଏହା ସୁକୁମାରୀ ଫୁଲର ସୁଗନ୍ଧ ଦ୍ଵାରା ପ୍ରସ୍ତୁତ ହୋଇଥାଏ।

ଭାରତୀୟ ମହିଳା ମାନଙ୍କ ଚାହିଦାକୁ ଗଭୀରତା ସହିତ ବୁଝିବା ସହିତ କସମେଟିକ ଉଦ୍ୟୋଗର ସମ୍ମିଳନ ଯୋଗୁଁ, କଲ୍କିମ ନିଜର ଅଦ୍ଵିତୀୟ ଉତ୍ପାଦ ମାଧ୍ୟମରେ ନିଜର ଉପଭୋକ୍ତା ମାନଙ୍କୁ ଏକ ବ୍ୟାପକ ସୌନ୍ଦର୍ଜ୍ୟ ଅନୁଭବ ପ୍ରଦାନ କରିଥାଏ।


Lavender Night Cream

M.R.P. :- Rs. 263/-

Net Wt. :- 75 g


BB CREAM

M.R.P. :- 289

Net Wt. :- 30 g


FAIRNESS CREAM - WOMEN

M.R.P. :- Rs. 209/-

Net Wt. :- 100 g


ROSE DAY CREAM

M.R.P. :- Rs. 209/-

Net Wt. :- 75 g


BEAUTY SOAP

M.R.P. :- Rs. 33/-

Net Wt. :- 100 g