ମୁଖ  /  ଆମ ବିଷୟରେ  /  ନିର୍ଦ୍ଦେଶକ ମାନଙ୍କଠାରୁ ସନ୍ଦେଶ
Mesage from the Directors

ନିର୍ଦ୍ଦେଶକ ମାନଙ୍କଠାରୁ ସନ୍ଦେଶ :-

shadow

MR. SANJEEV CHHIBBER / ଶ୍ରୀ ସଞ୍ଜୀବ ଛିବର

Director / ନିର୍ଦ୍ଦେଶକ

ଶ୍ରୀ ସଞ୍ଜୀବ ଛିବର ମୂଳରେ ଏକ ଉତ୍ସାହୀ ଖେଳାଳି, ପୂର୍ଣ ସାହସ ଏବଂ ଉତ୍ସାହ ସହିତ ଅଜ୍ଞାତ ପ୍ରଦେଶକୁ ଯିବାକୁ ପସନ୍ଦ କରନ୍ତି। ଶ୍ରୀ ସଞ୍ଜୀବ ଛିବର ଗ୍ଲେଜ୍ ବ୍ୟାପାର ଭାରତର ସଂସ୍ଥାପକ ସଦସ୍ୟ ଏବଂ ପୂର୍ଣକାଳୀନ ନିର୍ଦ୍ଦେଶକ ପ୍ରତ୍ୟେକ୍ଷ ବିକ୍ରି ଉଦ୍ୟୋଗରେ ଏକ ସ୍ଥିର ଚାକିରିର ସନ୍ଧାନ ସହିତ ନିଜ ଘର ଖର୍ଚ୍ଚରେ ଯୋଗଦାନ ପାଇଁ ନିଜର ଶ୍ରମସାଧ୍ୟ ଯାତ୍ରା ଆରମ୍ଭ କରିଥିଲେ।

ତାଙ୍କ ଦୃଢ ବିଚାର ଥିଲା ଯେ ବିଭିନ୍ନ ଅସଫଳତା ଏବଂ ଅତିରିକ୍ତ ଆର୍ଥିକ ପରିସ୍ଥିତିରେ ଅବିଚଳିତ ନହୋଇ କାର୍ଯ୍ୟ କରି ଚାଲିବା। ମନ ଭିତରେ ବ୍ୟକ୍ତି ମାନଙ୍କର ଭାବ ରଖି ସେ ନିଜର ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଧିରେ ଧିରେ ଆଗେଇ ଚାଲିଗଲେ। ପ୍ରତ୍ୟେକ୍ଷ ବିକ୍ରିର ବ୍ୟବସାୟରେ ତାଙ୍କର ପ୍ରାରମ୍ଭିକ ସଂଘର୍ଷରେ କେବଳ ଉଦ୍ୟୋଗରେ ନିଜର ବାକି ଅଭିଯାନକୁ ଆକୃତି ଦେବା ନ ଥିଲା, ତାଙ୍କୁ କାର୍ଯ୍ୟକଳାପ ବିଷୟରେ ତାଙ୍କର ଭବିଷ୍ୟର ରଣନୀତି ଅନୁଭବ ମଧ୍ୟ କରେଇ ଦେଇଥିଲା।

ଶ୍ରୀ ସଞ୍ଜୀବ ଛିବର ଭାରତୀୟ ପ୍ରତ୍ୟେକ୍ଷ ବିକ୍ରୀ ବ୍ୟାପାରକୁ ଏକ ନୂଆ ଉଚ୍ଚତାକୁ ଆଣିବା ପାଇଁ ପ୍ରେରିତ ହୋଇଛନ୍ତି, ଜିଏକି ଗ୍ଲେଜ୍ ନିଗମ ଭାରତ ପାଇଁ ଅଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ନିଜର ବିଦେଶୀ ବ୍ୟାପାର ରଣନୀତିର ଅଂଶ ରୂପରେ, ସେ ଦୁନିଆ ସାରା ଗ୍ଲେଜ୍ ବ୍ୟାପାରର ବ୍ୟାପକ ନେଟୱର୍କ ସ୍ଥାପିତ କରିବାକୁ ଯୋଜନା କରୁଛନ୍ତି ଏବଂ ବିଭିନ୍ନ ଜାତି, ଧର୍ମ ଓ ସମାଜର ଲୋକଙ୍କ ପାଇଁ ଚିତ୍ତାକର୍ଷକ ବ୍ୟାପାରର ସୁଯୋଗ ପ୍ରଦାନ କରୁଛନ୍ତି।

"ଭାଗ୍ୟ ଇଚ୍ଛାପୂର୍ବକ ପତନକୁ ସାମନା କରୁଥିବା ବ୍ୟକ୍ତିଙ୍କ ପାଇଁ ମାର୍ଗ ପ୍ରଦର୍ଶନ କରିଥାଏ"


Managment

MR. CHETAN HANDA / ଶ୍ରୀ ଚେତନ ହାଣ୍ଡା

Director / ନିର୍ଦ୍ଦେଶକ

ଶ୍ରୀ ଚେତନ ହାଣ୍ଡା ଜଣେ ଯୁବା ଏବଂ ଅନୁପ୍ରେରିତ ଉଦ୍ୟୋଗୀ ଯିଏ ଭାରତର ପ୍ରତ୍ୟେକ୍ଷ ବିକ୍ରୀ କମ୍ପାନୀ ମାନଙ୍କ ମଧ୍ୟରୁ ଏକ କମ୍ପାନୀ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରସ୍ତୁତ କରିବା ପାଇଁ ଛୋଟରୁ ଆରମ୍ଭ କଲେ, ବଡ଼ର ସ୍ଵପ୍ନ ଦେଖିଲେ ଏବଂ ଧର୍ଯ୍ୟ ଏବଂ ଦୃଢତାର ସଂଯୋଗକୁ ବ୍ୟବହାର କଲେ। ତାଙ୍କର ଆର୍ଥିକ ପ୍ରତିବନ୍ଧ ଏବଂ ସୀମିତ ସ୍ରୋତ ଯୋଗୁଁ ସେ ତାଙ୍କ କାର୍ଯ୍ୟ ଶୀଘ୍ର ଆରମ୍ଭ କରିଦେଇ ଥିଲେ କିନ୍ତୁ ତାଙ୍କର ବଡ଼ ଚିନ୍ତାଧାରାରୁ ତାଙ୍କୁ କେହି ଅଟକାଇ ପାରିଲେ ନାହି।

ଶ୍ରୀ ଚେତନ ହାଣ୍ଡା ଜଣେ ବିଜ୍ଞାନ ଗ୍ରାଜୁଏଟ୍ ଏବଂ ଫାଇନାନ୍ସ୍ ରେ ଏମବିଏ ନିଜର ବ୍ଯବସାୟିକ ଯାତ୍ରାର ଏକ ବିନମ୍ର ଆରମ୍ଭ କରିଥିଲେ। ଯାହା ହେଉ, ଖୁବ ଶୀଘ୍ର ସେ ଏକ ରୋଚକ ବିଚାରକୁ ବିକାଶିତ କଲେ ଏବଂ ଏହି ପ୍ରକାରରେ ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ସ୍ଥାପନା ୨୦୦୩ ମସିହାରେ ହୋଇ ଥିଲା। “ପଇସା ପାଇଁ ମୂଲ୍ୟ” ଦେବା ପାଇଁ ବଚନବଦ୍ଧ ହୋଇଥିଲା ଏବଂ ପ୍ରତ୍ୟେକ୍ଷ ବିକ୍ରୀ କାରବାରରେ ଆଦର୍ଶ ସୁବିଧା ସୁଯୋଗ ଉତ୍ପନ୍ନ କରିଥିଲେ, ସେ ସଫଳତାପୂର୍ବକ ଭାଗ୍ୟ ସହିତ ହାତ ମିଳେଇ ଚାଲିଲେ ଏବଂ ଏକ ନୂତନ ଉଚ୍ଚତାକୁ ଏହି ଉଦ୍ୟୋଗକୁ ନେଇ ଚାଲିଲେ।
ବାକି ସବୁ ଇତିହାସ, ଏପରି ସେ କୁହନ୍ତି।

ନୈତିକତା ପାଇଁ ଇଚ୍ଛୁକ ଶ୍ରୀ ଚେତନ ହାଣ୍ଡା ନ୍ୟାୟନିଷ୍ଠାପୂର୍ବକ ବାତାବରଣ ପ୍ରଦାନ କରି ଭାରତୀୟ ପ୍ରତ୍ୟେକ୍ଷ ବିକ୍ରୀ ଉଦ୍ୟୋଗକୁ ନୂଆ ଆକାର ପ୍ରଦାନ କରିବା ପାଇଁ ଦୃଢ ସଂକଳ୍ପ ନେଇଛି। ସେ ସବୁବେଳେ ବିଶ୍ୱାସ କରନ୍ତି ଯେ, ବ୍ୟାପାର ପାଇଁ ସମ୍ବନ୍ଧ ବନେଇବା ଏବଂ କେବଳ ଉତ୍ପାଦର ବ୍ୟାପାର ନୁହେଁ, ଭାରତ ପରି ଭିଭିନ୍ନ ପ୍ରାକାରର ସଂସ୍କୃତିରେ ନେଟୱର୍କ ବ୍ୟାପାରରେ ଭୀଷଣ କ୍ଷମତା ଅଛି। ସେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଉପଯୋଗୀ ଉତ୍ପାଦ ଏବଂ ସେବା ଏବଂ ବ୍ୟାପକ ବ୍ୟାପାରର ସମ୍ଭାବନା ପ୍ରଦାନ କରିବାକୁ ଚାହୁଁଛନ୍ତି। କମ୍ପାନୀ ପାଇଁ ନିଜର ବିକାଶର ରଣନୀତିର ଏକ ଅଂଶ ରୂପରେ, ସେ ସ୍ଥାନ ପାଇଁ ଭାରତୀୟ ପ୍ରତ୍ୟେକ୍ଷ ବିକ୍ରୀ ବ୍ୟାପାର ନେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ଦୁନିଆ ସାରା ଏକ ସମୃଦ୍ଧ ନେଟୱର୍କର ସ୍ଥାପନା କରିବାକୁ ଚାହୁଞ୍ଚନ୍ତି।

"ସଫଳତା ଅନ୍ତିମ ନୁହେଁ, ଅସଫଳତା ଘାତକ ନୁହେଁ। ଏହା କ୍ରମାଗତ ଚାଲୁ ରଖିବା ପାଇଁ ଏକ ସାହସ, ଯାହା ଧ୍ୟାନରେ ନିଆଯାଏ"


Managment

MR. SARABJEET SINGH / ଶ୍ରୀ ସରବଜୀତ ସିଙ୍ଗ

Additional Director / ନିର୍ଦ୍ଦେଶକ

ଶ୍ରୀ ସରବଜୀତ ସିଙ୍ଗ, ଏକ ବାଣିଜ୍ୟ ଗ୍ରାଜୁଏଟ୍, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ବିକ୍ରୀ ଏବଂ ବ୍ୟାପାର ବିଭାଗକୁ ଶୀର୍ଷକ ରୂପେ ଦେଖୁଛନ୍ତି, ଅଭିନବ, ରୀତିନୀତି ବିରୁଦ୍ଧ ଏବଂ ପ୍ରଗତିଶୀଳ ବିଚାର ସହିତ ପ୍ରେରିତ ଅଛନ୍ତି। ଶ୍ରୀ ସରବଜୀତ ସିଙ୍ଗ ଅପର ନିର୍ଦ୍ଦେଶକ ରୂପରେ କମ୍ପାନୀର ବୋର୍ଡରେ ଅଛନ୍ତି। ସଫଳ ହେବା ପାଇଁ ଇଚ୍ଛା ଏବଂ ସଫଳତା ପାଇଁ ଅଭିଳାଷା ସହିତ ସୁସଜ୍ଜିତ ହୋଇ ଛୋଟରୁ ଆରମ୍ଭ କରିଥିଲେ, କିନ୍ତୁ ବଡ଼ ପ୍ରାପ୍ତ କରିଥିଲେ। ନିଜର ବିକ୍ରୀର ପରିମାପର ମାନର ପ୍ରଶିକ୍ଷଣ ଯୋଗୁଁ ଉଦ୍ୟୋଗୀ ଦୃଷ୍ଟିକୋଣ ଏବଂ ଭାବନା ସହିତ ସଞ୍ଚାଳିତ ହୋଇ ଗ୍ଲେଜ୍ ନିଗମ ଭାରତ ପାଇଁ ସବୁଠୁ ଯୋଗ୍ୟ ବିକ୍ରୀ ଦଳ ପ୍ରସ୍ତୁତ ହେଲା। ଗ୍ଲେଜ୍ ବିକ୍ରୀ ଦଳ ନିଜର ବ୍ୟକ୍ତିଗତ ମାର୍ଗଦର୍ଶନ ଏବଂ ଗତିଶୀଳ ନେତୃତ୍ଵରେ ନିରନ୍ତର ସକାରାତ୍ମକ ପରିବର୍ତ୍ତନର ସାମନା କରୁଛି।

ଶ୍ରୀ ସରବଜୀତ ସିଙ୍ଗ ଭାରତୀୟ ପ୍ରତ୍ୟେକ୍ଷ ବିକ୍ରୀ ବ୍ୟବସାୟରେ ଏକ ନୈତିକତା ଦୃଷ୍ଟିରୁ ସଞ୍ଚାଳିତ ଛବିର ସ୍ଥାପନାର କଳ୍ପନା ରଖିଛନ୍ତି। କମ୍ପାନୀ ପାଇଁ ନିଜର ଭବିଷ୍ୟର ବିକାଶର ରଣନୀତି ମଧ୍ୟ ସମାନ ଅଂଶ ସହିତ, ଭାରତରେ ପ୍ରତ୍ୟେକ୍ଷ ବିକ୍ରୀ ବ୍ୟାପାରର ଚିତ୍ରିତ କରାଯାଇଥିବା ଧାରା ଗୁଡ଼ିକୁ ବଦଳେଇବା ପାଇଁ କମ୍ପାନୀର ବିକ୍ରୀ ଶକ୍ତିରେ ହେଉଥିବା ସୁଧାରରେ ପରିବର୍ତ୍ତନକୁ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି।

"ନେତା ମାନେ କେବଳ କଥାରେ ନୁହେଁ ବରଂ ଉଦାହରଣ ଦ୍ଵାରା ନେତୃତ୍ଵ ନିଅନ୍ତି"


Managment

MR. SUMIT KOHLI / ଶ୍ରୀ ସୁମିତ କୋହଲି

Additional Director / ନିର୍ଦ୍ଦେଶକ

ଶ୍ରୀ ସୁମିତ କୋହଲି, ଏକ ବାଣିଜ୍ୟ ଗ୍ରାଜୁଏଟ୍, ଗ୍ଲେଜ୍ ଟ୍ରେଡିଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର କାର୍ଯ୍ୟ ପ୍ରକ୍ରିୟା ବିଭାଗକୁ ଶୀର୍ଷକ ରୂପେ ଦେଖୁଛନ୍ତି। ଶ୍ରୀ ସୁମିତ କୋହଲି ଅପର ନିର୍ଦ୍ଦେଶକ ରୂପରେ କମ୍ପାନୀର ବୋର୍ଡରେ ଅଛନ୍ତି। ଶ୍ରୀ ସୁମିତ କୋହଲି ଦୃଢ ସଂକଳ୍ପ ଏବଂ ଇଛା ଶକ୍ତି ସହିତ ନିଜର ଲକ୍ଷ୍ୟକୁ ଅନୁଭବ କରିଛନ୍ତି ଏବଂ ବହୁତ କମ ବୟସରେ ଶୀର୍ଷ ପ୍ରବନ୍ଧନ ମଧ୍ୟରେ ନିଜ ସ୍ଥାନ ଅର୍ଜନ କରିଛନ୍ତି। ଶ୍ରୀ ସୁମିତ କୋହଲି ସମ୍ପୂର୍ଣ ନେଟୱର୍କର ସୂଚାରୁ ସଂଚାଳନ ପାଇଁ ଉତ୍ତରଦାୟୀ ଅଟନ୍ତି, କାର୍ଯ୍ୟ ପ୍ରକ୍ରିୟା ସେବା ସମ୍ବନ୍ଧିତ ବିପତ୍ତି ଏବଂ ଅଭିଯୋଗ ତାଙ୍କର ବ୍ୟକ୍ତିଗତ ଦେଖାରେଖା ହିଁ ହୁଏ।

ଶ୍ରୀ ସୁମିତ କୋହଲି ଗ୍ଲେଜ୍ ସହିତ ୨୦୦୩ ମସିହାରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ତାପରଠୁ ସେ କମ୍ପାନୀର ଏକ ପୂର୍ଣ୍ଣାଙ୍ଗ ଅଂଶ ଅଟନ୍ତି। ଶ୍ରୀ ସୁମିତ କୋହଲି ବିସ୍ତୃତିକରଣ ପାଇଁ ଦେଖି ପାରନ୍ତି, ଯିଏ କି କ୍ରମାଗତ ଭାବେ ଉତ୍କୃଷ୍ଟ ସେବା ପ୍ରଦାନ କରିବାକୁ ପ୍ରେରିତ ହୋଇଛନ୍ତି। ଗ୍ରାହକ ଏବଂ ବିକ୍ରୀ ଭାଗୀଦାରୀଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ଦ୍ଵାରା ସ୍ଥିତ ଥିବା ପ୍ରତ୍ୟେକ୍ଷ ବିକ୍ରୀ ବ୍ୟବସାୟରେ ଭାଙ୍ଗି ଯାଉଥିବା ଭୂମିର ଆଧାରକୁ ପରିବର୍ତ୍ତନ କରିବା ପାଇଁ କଳ୍ପନା ସେ ରଖିଛନ୍ତି।

"ଯଦି କୌଣସି ବ୍ୟକ୍ତି ଚାହିଁବେ, ସେ ନିଶ୍ଚିତ ରୂପେ ଯେକୌଣସି କାର୍ଯ୍ୟ କରି ପାରିବେ"