ମୁଖ  /  ଉତ୍ପାଦ  /  ରୂପଭମ

ତୁମ ବ୍ୟକ୍ତିତ୍ୱର ପ୍ରତିପାଳନ କରିବା

ସୁନ୍ଦର ଦେଖାଯିବାପାଇଁ ତୁମର ପ୍ରବଳ ଇଚ୍ଛାକୁ ଦେଖି ଗ୍ଲେଜ୍‌ ବହୁଳ ପରିମାଣରେ ପ୍ରେରିତ ହୋଇଥାଏ । ଏହି ଇଚ୍ଛାର ପ୍ରତିପାଳନ କରିବାପାଇଁ ଗ୍ଲେଜ୍‌ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ଏହି ପ୍ରଡକ୍ଟ ମାନ ଆଣିଛି ଯାହାକୁ ସବୁ ବୟସ, ଲିଙ୍ଗ ବା ଚମର ରଂଗ ଯୁକ୍ତ ବ୍ୟକ୍ତି ବ୍ୟବହାର କରିପାରିବେ ।

ଏହି ପ୍ରଡକ୍ଟର ନିୟମିତ ବ୍ୟବହାର ବ୍ୟକ୍ତିଗତ ପରିଚ୍ଛନ୍ନତା ନିଶ୍ଚିତ କରିଥାଏ ଓ ତୁମ ଚମର ସେହି ପୂରୁଣା ଚମକ ଫେରାଇଆଣିଥାଏ ।

ରୁପଭମ ପ୍ରକୃତରେ ଦୁଇଟି ଶଦ୍ଦର ସମଷ୍ଟି ଅଟେ – ରୂପ ଅର୍ଥାତ୍‌ ସୁନ୍ଦରତା ଓ ଅଭମ ଅର୍ଥାତ୍‌ ଚମକ ।

ପ୍ରତ୍ୟେକ ରୁପଭମ ପ୍ରଡକ୍ଟ ପ୍ରସ୍ତୁତ କରିବାବେଳେ ସମସ୍ତ ବିଷୟ ପ୍ରତି ସମଭାବେ ଦୃ୍‌ଷ୍ଟି ଦେବାଉପରେ ଆମେ ବିଶ୍ୱାସ କରୁ ,ଏହା ସହିତ ମଣିଷର ଆବଶ୍ୟକତାର ବିବିଧତା ତଥା ଋତୁ ଓ ପରିବେଶକୁ ମଧ୍ୟ ବିଚାରକୁ ନିଆଯାଇଥାଏ ।

ସୁନ୍ଦରତାର ଏକାଧିକ ଆଦର୍ଶ ଉପରେ ପର୍ଯ୍ୟବେଶିତ ,ଏହି ରୁପଭମ ପ୍ରାକୃତିକ ଭାବେ କ୍ଷରିତ ତଥା କସ୍‌ମେଟିକ୍‌ କେମିଷ୍ଟ୍ରିକୁ ମିଶାଇ ଏକ ସ୍ୱତନ୍ତ୍ର ଫର୍ମୁଲା ତିଆରି କରିଥାଏ ଯାହା ସବୁଠାରୁ ସ୍ପର୍ଶକାତର ଚମର ମଧ୍ୟ ସଠିକ୍‌ ପ୍ରତିପାଳନ କରିଥାଏ । ରୂପଭମ ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କ ଚମ,ଶରୀର ଓ କେଶପାଇଁ ସମାନ ପ୍ରକାରର ପ୍ରଡକ୍ଟ ପ୍ରଦାନ କରିଥାଏ । ଆମ ପ୍ରଡକ୍ଟ କୌଣସି ପ୍ରକାରର ନିଷ୍ଠୁରତାକୁ ପ୍ରଶୟ ଦିଏନାହିଁ ।


ବଡି ଲୋସନ-ଆଲମଣ୍ଡ ଓ ସିଆ ବଟରs

M.R.P. :- Rs. 250/-

Net Wt. :- 250 ml


ବଡି ୱାସ୍‌-ଆଲ୍‌ମଣ୍ଡ ଓ ହନି

M.R.P. :- Rs. 250/-

Net Wt. :- 250 ml


Pro-Keratin Hair serum

M.R.P. :- Rs. 257/-

Net Wt. :- 250 ml


Pro-Keratin Hair Shampoo

M.R.P. :- Rs. 325/-

Net Wt. :- 200 ml


ଆପ୍ରିକଟ୍ ସ୍କ୍ରବ୍

M.R.P. :- Rs. 105/-

Net Wt. :- 100 g


ହଳଦୀ ଚନ୍ଦନ ଜୀବାଣୁ ରୋଧକ କ୍ରିମ୍

M.R.P. :- Rs. 150/-

Net Wt. :- 50 ml


ସନ୍ ସ୍କ୍ରିନ୍ ଏସପିଏଫ୍-୩୦/ସୂର୍ଯ୍ୟକିରଣ ବିରୋଧୀ ଏସପିଏଫ୍-୩୦

M.R.P. :- Rs. 250/-

Net Wt. :- 100 ml


ପପିତା ସୌନ୍ଦର୍ଜ୍ୟ ବୃଦ୍ଧି ମୁହଁ ଧୁଆ ପଦାର୍ଥ

M.R.P. :- Rs. 140/-

Net Wt. :- 100 ml


ଭିଟାମିନ୍- ସି ମୁହଁ ଧୁଆ ପଦାର୍ଥ

M.R.P. :- Rs. 120/-

Net Wt. :- 100 ml


ନିମ୍ବ ଏବଂ ତୁଲସୀ ଦ୍ଵାରା ନିର୍ମଳ କରିବା ପାଇଁ ମୁହଁ ଧୁଆ ପଦାର୍ଥ

M.R.P. :- Rs. 115/-

Net Wt. :- 100 ml


ଲେମ୍ବୁ ଏବଂ ଆଲୋଭିରା ତରଳ ହାତ ଧୁଆ ପଦାର୍ଥ

M.R.P. :- Rs. 136/-

Net Wt. :- 500ml


ପଞ୍ଚତତ୍ଵ ସହିତ ହର୍ବଲ୍ ଶ୍ୟାମ୍ପୁ

M.R.P. :- Rs. 127/-

Net Wt. :- 200 ml


ଅଅଁଳା ଚୁଟି ଲଗା ତେଲ

M.R.P. :- Rs. 84/-

Net Wt. :- 200 ml


ଭ୍ରିଙ୍ଗରାଜ ଚୁଟି ଲଗା ତେଲ

M.R.P. :- Rs. 190/-

Net Wt. :- 200 ml


ହର୍ବଲ୍ ମେହେନ୍ଦି

M.R.P. :- Rs. 35/-

Net Wt. :- 100 g


ନଡ଼ିଆ ଚୁଟି ଲଗା ତେଲ

M.R.P. :- Rs. 100/-

Net Wt. :- 200 ml


ରୂପୀ ବିରୋଧୀ ଶ୍ୟାମ୍ପୁ

M.R.P. :- Rs. 207/-

Net Wt. :- 200 ml


ଥଣ୍ଡା ଥଣ୍ଡା ଚୁଟି ଲଗା ତେଲ

M.R.P. :- Rs. 108/-

Net Wt. :- 200 ml


ପୀଡା ନିବାରଣ ମଲମ

M.R.P. :- Rs. 51/-

Net Wt. :- 25 g


ଜୀବାଣୁରୋଧୀ ମୁହଁ ସ୍ଵଛ କରିବା ପଦାର୍ଥ

M.R.P. :- Rs. 175/-

Net Wt. :- 100 ml


ଗୋଲାପ ଚର୍ମ ଟୋନର୍

M.R.P. :- Rs. 125/-

Net Wt. :- 100 ml


ଫୁଲଯୁକ୍ତ ପାଉଡର

M.R.P. :- Rs. 115/-

Net Wt. :- 300 g


ଥଣ୍ଡା ଥଣ୍ଡା ପାଉଡର

M.R.P. :- Rs. 50/-

Net Wt. :- 100 g


ସମ୍ପୂର୍ଣ ସେବା କରୁଥିବା ସାବୁନ୍

M.R.P. :- Rs. 25/-

Net Wt. :- 100 g


ସତେଜ ଦେହ ଲଗା ସାବୁନ୍

M.R.P. :- Rs. 45/-

Net Wt. :- 125 g